ବଦଳିଲା କ୍ଵାରେଣ୍ଟିନ୍ ନିୟମ: କାହା ପାଇଁ କିପରି ,ସ୍ଥାନୀୟ କର୍ତ୍ତୃପକ୍ଷ ନେବେ ନିଷ୍ପତି

ଭୁବନେଶ୍ୱର: ଆଜି ଓଡ଼ିଶା ସରକାର ପ୍ରବାସରୁ ଫେରୁଥିବା ଓଡ଼ିଆଙ୍କ ପାଇଁ କ୍ଵାରେଣ୍ଟିନ୍ ନିୟମ ପରିବର୍ତ୍ତନ କରିଛନ୍ତି। ଏବେ ପ୍ରବାସ ଫେରନ୍ତା ଓଡ଼ିଆମାନେ ୧୪ ଦିନିଆ କ୍ଵାରେଣ୍ଟିନ୍‌ରେ ରହିବେ। ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳମାନେ ଏହାକୁ ପ୍ରଣୟନ କରିବେ। ଆଜି ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ରିଲିଫ୍ କମିସନର୍‌ଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଆଦେଶନାମା ଅନୁସାରେ, ଗ୍ରାମାଞ୍ଚଳକୁ ଆସୁଥିବା ପ୍ରବାସ ଫେରନ୍ତାମାନେ ବାଧ୍ୟତାମୂଳକ ଭାବେ ୭ ଦିନ ସରକାରୀ କ୍ଵାରେଣ୍ଟିନ୍‌ରେ ରହିବେ। … Continue reading ବଦଳିଲା କ୍ଵାରେଣ୍ଟିନ୍ ନିୟମ: କାହା ପାଇଁ କିପରି ,ସ୍ଥାନୀୟ କର୍ତ୍ତୃପକ୍ଷ ନେବେ ନିଷ୍ପତି